ଆଦିଶକ୍ତି ମାତା ଦୁର୍ଗାଙ୍କ ୯ ସ୍ୱରୂପ ଶରତର ଆକାଶରେ ମେଘ ମେଦୁର, ନଦୀ ପଠାରେ ଖିଲିଖିଲି ହସୁଛି ଫୁଲେଇ ଫୁଲ.. ପବନ ଦୋଳିରେ ଝୁଲିଝୁଲି ଶକ୍ତି ସ୍ବରୂପା ମାଆଙ୍କୁ ସ୍ୱାଗତ କରୁଛି କାଶତଣ୍ଡୀ । ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥି ଅପେକ୍ଷାରେ ବିତିଯାଇଛି କେତେ ଦିନ କେତେ ରାତି । ମା ଭଗବତୀଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ଉପାସନା, ବ୍ର…
ଶ୍ରୀଗଣେଶଙ୍କ ଶରୀର ବଡ଼ ଅଦ୍ଭୁତ । ମାନବ ଶରୀର, ହାତୀର ମସ୍ତକ, ଉର୍ଦ୍ଧ୍ବମୂଖୀ ଶୁଣ୍ଢ, ଭଙ୍ଗା ଦାନ୍ତ, ମୂଷା ବାହନ । କାହିଁକି ଅଗ୍ରପୂଜ୍ୟ ବିଘ୍ନ ବିନାଶକ ସିଦ୍ଧ ବିନାୟକଙ୍କ ଏପରି ବିଚିତ୍ର ରୂପ ? ଏବେ ଜାଣନ୍ତୁ ଯୋଗ ସିଦ୍ଧ ଶ୍ରୀଗଣେଶଙ୍କ ଅଦ୍ଭୁତ ରୂପର କାରଣ । ଶ୍ରୀଗଣେଶଙ୍କ ହାତୀ ମୁଣ୍ଡ ଚେତନାର ସାଙ୍କେତିକ ରୂପ, କାରଣ ହା…
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଅଛି କଣ ? ରତ୍ନଭଣ୍ଡାର ଖୋଲିବା ପରେ ବଢୁଛି ଲୋକଙ୍କ ଉତ୍କଣ୍ଠା । କଳ୍ପନାଜଳ୍ପନାରେ ହେବ ଅନ୍ତ । ଏବେ ରାଜ୍ୟବାସୀଙ୍କ ସହ ଜଗତବାସୀଙ୍କୁ ମିଳିବ ଏହିସବୁ ପ୍ରଶ୍ନର ଉତ୍ତର । ଦୀର୍ଘ 46 ବର୍ଷ ପରେ ଶ୍ରୀମନ୍ଦିର ଭିତର ରତ୍ମଭଣ୍ଡାର ଅଳଙ୍କାର ଗଣତିମଣତି ହେବାକୁ ଯାଉଛି । ଜୁଲାଇ 14 ତାରିଖ ଶୁଭବେଳାରେ ରତ୍ମ…
Image Source: AyurHealing ଏବେ ବିଶ୍ୱରେ ଶାକାହାରୀ ଭୋଜନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଭାରତର ପାରମ୍ପରିକ ଶାକାହାରୀ ଭୋଜନ ପ୍ରତି ବିଶ୍ୱବାସୀ ସଚେତନ ହେଉଛନ୍ତି । ସାଧାରଣତଃ ଶାକାହାରୀମାନେ ଖାଦ୍ୟରେ ମାଂସ, ଅଣ୍ଡା, ଦୁଗ୍ଧ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ । ଏହାଫଳରେ ଲୋକେ ସୁସ୍ଥ ରହିବା ସହିତ ନିରୋଗ ରହିଥାନ୍ତି । ଏହ…
Image Source: DoRituals ଇତିହାସର ଅନ୍ଧାରୀ ସୁଡଙ୍ଗରୁ ବିଶ୍ୱାସର ଆବର୍ତ୍ତମାନ । ପୁଣିଥରେ ଉଦଭାଷିତ ହେବ ଶଙ୍କର ନଗରୀ କାଶୀର ପ୍ରଜ୍ଞାଲୋକ । ସନାତନ ସଂସ୍କୃତିର ପ୍ରମୁଖ ପୀଠ କାଶୀ ବିଶ୍ୱନାଥ ପୀଠ ଫେରିପାଇବ ମୂଳ ପୀଠର ଗାରିମା । ଜ୍ଞାନବାପୀ ପରିସରରେ କଥିତ ଶିବଲିଙ୍ଗ ଠାବ ପରେ ଏପରି ଆଶା ଉଜ୍ଜିବିତ ହୋଇଛି । ଏଯାଏ ମାମଲା କୋର୍ଟରେ ବ…
Image Source: LifeBerrys ସୁସ୍ଥ ରହିବାକୁ କିଏ ବା ନଚାହେଁ । କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନେ ସୁସ୍ଥ ରହିବାକୁ ଚାହୁଁଛନ୍ତି ନିଶ୍ଚୟ କିନ୍ତୁ ସୁସ୍ଥ ରହିବା ପାଇଁ ନିଜ ପ୍ରତି ଧ୍ୟାନ ଦେଇପାରୁନାହାଁନ୍ତି । ଏବେ ଲୋକଙ୍କ ପାଖରେ ସମୟ ନାହିଁ । ନିଜ ଶରୀର ପ୍ରତି ଯେପରି ଯତ୍ନବାନ ହେବା ଆବଶ୍ୟକ, ସେତିକି ସଚେତନତା ମଧ୍ୟ ନାହିଁ । ନିୟ…
ମାନବ ସଭ୍ୟତା ସହିତ ପ୍ରାଚୀନ କାଳରୁ ଯୋଡ଼ି ହୋଇ ରହିଛି ଜାତି ପ୍ରଣାଳୀ । ପୁରାତନ ସଭ୍ୟତାରେ ମାନବ ସମାଜ ଗୋଷ୍ଠୀବଦ୍ଧ ଓ ଶୃଙ୍ଖଳିତ ହୋଇ ଜୀବନ ଧାରଣ କରିବା ପାଇଁ ମଣିଷକୁ ପରିଚୟ ପ୍ରଦାନ କରିଥିଲା ଜାତି ପ୍ରଣାଳୀ । ଭାରତୀୟ ସଭ୍ୟତାରେ କର୍ମରୁଚି ଓ ବୃତ୍ତିକୁ ନେଇ ଜାତି ପ୍ରଣାଳୀର ପରିକଳ୍ପନା କରାଯାଇଥିଲା । ଯାହା ସମାଜିକ ଜୀବନକୁ ଦୃଢ଼ …
Copyright © 2022-2024 Colors of Life All Rights Reserved